ସାରା ରାତି ସହରରେ ନାକାବନ୍ଦୀ: ବୋହିନେଲେ ମଦ

ଜିରୋ ନାଇଟ୍‌ ହେଲାନି ଭୁବନେଶ୍ବର : ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ ସରକାର କଟକଣା ଲାଗୁ କରିବା ପରେ ଆଜି ସାରା ରାତି କମିସନ‌ରେଟ୍‌ ପୁଲିସ୍‌ କସରତ କରିଥିଲା। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଥିଲା। ଏହି ପରିପ୍ରେକ୍ଷୀରେ କମିସନରେଟ୍‌ ପୁଲିସ ସହରର ୪୪ଟି ଜାଗା‌ରେ ନାକାବନ୍ଦୀ କରିଥିଲା। ଏହି ସବୁ ଜାଗାରେ ଗାଡ଼ିଗୁଡ଼ିକର ଯାଞ୍ଚ କଡ଼ାକଡ଼ି କରିଥିଲା। ଜରୁରୀ ସେବା‌ରେ ନଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ … Continue reading ସାରା ରାତି ସହରରେ ନାକାବନ୍ଦୀ: ବୋହିନେଲେ ମଦ